spot_img

ଭିଜିଲାନ୍ସ ପଞ୍ଝାରେ ଏନଏଚ ଏଇଇ

ନୂଆପଡା ଭିଜିଲାନ୍ସ ପଞ୍ଝାରେ ଏନଏଚ ଏଇଇ ସଂଯୋଗ ମେହେର । ଜାତୀୟ ରାଜପଥ କଡ ପେଟ୍ରୋଲ ପମ୍ପ କ୍ଲିଅରାନ୍ସ ପାଇଁ ୧ ଲକ୍ଷ ଟଙ୍କା ଦାବି କରିଥିଲେ । ପେଟ୍ରୋଲ ପମ୍ପ ମାଲିକ ଖରିଆର ରୋଡ ବାସିନ୍ଦା ସୁଶାନ୍ତ କୁମାର ୨୦ ହଜାର ଲାଞ୍ଚ ଦେବା ସମୟରେ ଖରିଆର ରୋଡରୁ ତାଙ୍କୁ ଧରିଲା ନୂଆପଡା ଭିଜିଲାନ୍ସ । କୋରାପୁଟ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ ଚଢଉରେ ସାମିଲ ହୋଇଥିଲେ । ଗତ ନଭେମ୍ବର ମାସରୁ ଟଙ୍କା ଲାଞ୍ଚ ବାହାନାରେ ଏନଓସି ଦେଉ ନଥିଲେ ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular