ସମ୍ବଲପୁର : ଓଡ଼ିଶାରେ ମହାମାରୀ ମାରାତ୍ମକ ହେବାରେ ଲାଗିଛି । କରୋନା ସହ ସଂଘର୍ଷ କରୁଥିବା କରୋନା ଯୋଦ୍ଧା ଏବେ କରୋନା କବଳରେ । ବୁର୍ଲା ଭୀମସାରରେ ୯ଜଣ ଡ଼ାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନେ ମେଡ଼ିସିନ ବିଭାଗର ହୋଇଥିବାରୁ ସେହି ବିଭାଗର ଓପିଡି କୁ ଆଜି ପାଇଁ ବନ୍ଦ ରଖାଯାଇଛି । ଏନେଇ ଭିମସାର ନିଦେ୍ର୍ଦଶକ ଡାକ୍ତର ଲଳିତ କୁମାର ମେହେର ସୂଚନା ଦେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0