ଭାଇରାଲ ସାରାଙ୍କ ବ୍ରାଇଡାଲ ଲୁକ୍। ଡିଜାଇନର ଲେହଙ୍ଗା ସାଙ୍ଗକୁ ହେଭି ଜୁଏଲାରୀ। ନବ ବଧୂ ପରି ସଜେଇ ହୋଇଛନ୍ତି ପଟୌଦି ଖାନଦାନର ରାଜକୁମାରୀ। ସେ ଏବେ ବିବାହ କରିବାକୁ ମନ ବଳାଇଛନ୍ତି। ଏଥିପାଇଁ ନୂଆ ବଧୂ ସାଜିQ«òö ଅଭିନେତ୍ରୀ ସାରା ଅଲ୍ଲି ଖାନ୍ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ। ସେ ନିକଟରେ ତାଙ୍କର ବ୍ରାଇଡାଲ ଫଟୋସୁଟ୍ କରିଛନ୍ତି। ଏଥିରେ ସେ ପ୍ରସିଦ୍ଧ ଡ୍ରେସ୍ ଡିଜାଇନର ମନୀଷ ମଲହୋତ୍ରା ଡିଜାଇନ କରିଥିବା ଲହେଙ୍ଗା ପିନ୍ଧିଛନ୍ତି। ଏହାର ଫଟୋ ଏବଂ କିଛି ଭିଡିଓକୁ ସେ ତାଙ୍କ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏଥିରେ ସେ ପୂରା ରୟାଲ ଲୁକ୍ରେ ନଜର ଆସିଛନ୍ତି। ସାରା ଅଲ୍ଲି ଖାନ ଡିଜାଇନର ମନୀଷ ମଲହୋତ୍ରାଙ୍କ ନୂଆ କଲେକ୍ସନ ନୁରାନିୟତ୍-୨୦୨୧ ପାଇଁ ଫଟୋଶୁଟ୍ କରିଛନ୍ତି।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0