spot_img

ଆଜିର ମୁଖ୍ୟ ଖବର…..

( )ରାଉରକେଲା ଅଭିମୁଖେ ରାଷ୍ଟ୍ରପତି ରାମନାଥ କୋବିନ୍ଦ…. ଏନଆଇଟିର ସମାବର୍ତ୍ତନ ଉସôବରେ ଦେବେ ଯୋଗ….ଅପରାହ୍ନରେ ଇସ୍ପାତ ସ୍ନାତକୋତର ପ୍ରତିଷ୍ଠାନ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ କରିବେ ଉଦଘାଟନ….ରାଜଭବନରେ ରାତୀ୍ରଯାପନ ପରେ କାଲି ପୁରୀରେ ମହାପ୍ରଭୁଙ୍କ ଦର୍ଶନ…..
( ) ଚିନ୍ତା ବଢାଉଛି କରୋନା…. ଦେଶରେ ଦିନକରେ ୪୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା…. ୨୪ ଘଣ୍ଟାରେ ୧୯୭ ଜଣ ମୃତ…..ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନା ସଂକ୍ରମିତ….. ୨ ଦିନ ତଳେ ଚିନ ତିଆରୀ କରୋନା ଟିକା ନେଇଥିଲେ ଇମ୍ରାନ…..
( )ମଧ୍ୟପ୍ରଦେଶ ଫେରିଯିବ ବନ୍ଦି ଜୀବନ କାଟୁଥିବା ବାଘୁଣୀ ସୁନ୍ଦରୀ….. ବାଘ ବଂଶ ବୃଦ୍ଧି ପାଇଁ ସାତକୋଶିଆ ଅଭୟାରଣ୍ୟକୁ ଆସିଥିଲା ସୁନ୍ଦରୀ….. ଆଜି ଅପରାହ୍ନରେ ମଧ୍ୟପ୍ରଦେଶରୁ ଆସିବେ ୬ ଜଣିଆ ବିଶେଷଜ୍ଞ ଦଳ….ସ୍ଥିତି ପରଖିବା ପରେ ବାଘୁଣିକୁ କାହ୍ନା ଅଭୟାରଣ୍ୟର ଗରିଲା ଏନକ୍ଲୋଜରରେ ଛଡାଯିବା ଯୋଜନା…..
( )ଆରପାରିରେ ପ୍ରଥମ ଓଡିଶୀ ନୃତ୍ୟାଙ୍ଗନା ଲକ୍ଷ୍ମୀପ୍ରିୟା ମହାପାତ୍ର…..ଗତ କାଲି ବିଳମ୍ବିତ ରାତିରେ ଭୀମଟାଙ୍ଗିସ୍ଥିତ ବାସଭବନରେ ଶେଷ ନୁଃିଶ୍ୱାସ ତ୍ୟାଗ….ଲକ୍ଷ୍ମୀପ୍ରିୟାଙ୍କ ମୃତୁ୍ୟ ନେଇ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…..
( ) ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି….. ଆଗାମୀ ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବାନା….ରାୟଗଡାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତର ଆଶଙ୍କା…..ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ବଦଳିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ….

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular