spot_img

 ଏହି ଦୁଇ ଭାରତୀୟ ହେଲେ ଟ୍ୱିଟରେ ସବୁଠାରୁ ଚର୍ଚ୍ଚିତ କ୍ରୀଡାବିତ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ଟ୍ୱିଟରରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ମହିଳା ରେସଲର ଗୀତା ଫୋଗତ ସବୁଠାରୁ ଚର୍ଚ୍ଚିତ କ୍ରୀଡାବିତ ହୋଇପାରିଛନ୍ତି । ଏହା ସହ ବିରାଟ ଟ୍ୱିଟରରେ ଦେଶର ସବୁଠାରୁ ଚର୍ଚ୍ଚିତ ଭାରତୀୟ କ୍ରିକେଟର ମାନ୍ୟତା ପାଇଛନ୍ତି । ତେବେ ମହାମାରୀ କରୋନା ପାଇଁ ବହୁତ କମ କ୍ରିକେଟ ଖେଳା ଯାଇଥିଲେ ମଧ୍ୟ କୋହଲିଙ୍କ ଲୋକପ୍ରିୟତା କମ ହୋଇନାହିଁ । ଅନ୍ୟପଟେ ୩ଟି ଫର୍ମାଟରେ କୋହଲି ଚମକ୍ରାର ପ୍ରଦର୍ଶନ କରି ଶ୍ରେଷ୍ଠ ରନ କରିଥିବା କ୍ରିକେଟରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular