ହାମିଲଟନ: ନ୍ୟୁଜଲାଣ୍ଡ ଓ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ନୁ୍ୟଜିଲାଣ୍ଡ ୯ ୱିକେଟରେ ବିଜୟ ଲାଭ କରିଛି । ତେବେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ବିନିମୟରେ ୧୬୩ ରନ କରିବାରେ ସକ୍ଷମ ହୋଇଥିଲା । ଏହାର ଜବାବରେ ନ୍ୟୁଜଲାଣ୍ଡ ଦଳ ମାତ୍ର ୧ ୱିକେଟ ବିନିମୟରେ ୧୬୪ ରନ କରି ମ୍ୟାଚକୁ ଅତି ସହଜରେ ଜିତିଥିଲା । ଓପନର ଯୋଡି ସିଫର୍ଟ ଓ କେନ ୱିଲିୟମସନଙ୍କ ସହ ତାଙ୍କର ୧୨୯ ରନର ପାର୍ଟନରଶିପ ଯୋଗୁଁ ଦଳ ସହଜରେ ମ୍ୟାଚ ଜିତି ନେଇଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0