spot_img

ବିରାଟଙ୍କ ନେତୃତ୍ୱରେ ଭାରତୀୟ ଦଳର ସର୍ବାଧିକ ସ୍କୋର ଓ ସର୍ବନିମ୍ନ ସ୍କୋର

ଆଡିଲେଡ: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଟେଷ୍ଟ ମ୍ୟାଚରେ ସର୍ବାଧିକ ଓ ସର୍ବନିମ୍ନ ସ୍କୋର କରିଛି । ତେବେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ଭାରତ ୩୬ ରନରେ ଅଲଆଉଟ ହୋଇଥିଲା । ଯାହାକି ଭାରତୀୟ ଦଳ ପାଇଁ ସର୍ବନିମ୍ନ ସ୍କୋର ଥିଲା । ସେହିପରି ୨୦୧୬ ଡିସେମ୍ବର ୧୯ରେ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚରେ ଭାରତ ୭ ୱିକେଟ ହରାଇ ୭୫୯ ରନ ସଂଗ୍ରହ କରିଥିଲା । ଯାହା ଭାରତୀୟ ଦଳର ସର୍ବାଧିକ ସ୍କୋର ଥିଲା । ତେବେ ଏହି ମ୍ୟାଚରେ ଭାରତ ଏକ ଇନିଂସରେ ହିଁ ୭୫ ରନରେ ବିଜୟ ହାସଲ କରିଥିଲା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular