କୋରାପୁଟ:ବୈପାରିଗୁଡା ଠାରେ କୋରାପୁଟ ପ୍ରିମିୟର ଲିଗ ଭଲିବଲ ଓ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ।
କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ବିଜେଡ ିତରଫରୁ କୋରାପୁଟ ପ୍ରିମିୟର ଲିଗ ଭଲିବଲ ଓ ଫୁଟବଲ ପ୍ରତିଯୋଗିତା ହାଇସ୍କୁଲ ଖେଳ ପଡିଆରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବ ରେ ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଅନ୍ୟ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ବିଜୟ ସାମନ୍ତରାୟ,ସରପଂଚ ଭାଗିରଥି ମୁର୍ଜିଆ, ବରିଷ୍ଠ କର୍ମିୀ ସାଥୀରାମ ନାୟକ ,ବ୍ଲକ ବିଜେଡି ଯୁବ ସଭାପତି କିରଣ ସ୍ୱାଇଁ ,ଦାମ୍ଭିକା ରାଓ ,ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତା ରେ ମୋଟ ୮ଟି ଦଳ ଭାଗ ନେଇଥିବା ବେଳେ ଫୁଟବଲରେ ୨ଟି ଦଳ ଭାଗ ନେଇଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0