ନୋବେଲ ପୁରସ୍କାର ପ୍ରାପ୍ତ ମଲାଲା ୟୁସୁଫଜାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି | 2012 ମସିହାରେ ତାଲିବାନୀଙ୍କ ଦ୍ୱାରା ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା | କିନ୍ତୁ ସେ ବଂଚିଯାଇଥିଲେ | ଏବେ ସେ ତାଙ୍କ ବିବାହର ଫଟୋ ଟ୍ୱିଟରରେ ଅପଲୋଡ଼ କରି ସମସ୍ତଙ୍କ ପାଖରୁ ଆଶ୍ରିବାଦ ଚାହିଁଛନ୍ତି | ସବୁଠାରୁ ବଡ଼କଥା ହେଲା ସେ ଅସର ମଲିକଙ୍କୁ ବିବାହ କରିଛନ୍ତି | ଅସର ମଲିକ ଖେଳ ସହିତ ଜଡିତ ଅଛନ୍ତି | ସେ କୋକାକୋଲା କମ୍ପାନୀ ସହ ମଧ୍ୟ ସଂଶ୍ଲିଷ୍ଟ ଅଛନ୍ତି | ସେ ପଲିଟିକାଲ ସାଇନ୍ସରେ ଗ୍ରାଜୁଏସନ କରିଛନ୍ତି |



Visitors Today : 0
Total Visitors : 130166
Total Views : 9891611
Visitors Online Now : 0