spot_img

କାହା ହାତକୁ ଯିବ ୨୦୨୦ ଆଇପିଏଲର ୨୦-୨୦ କପ

ଦୁବାଇ: ଚଳିତ ବର୍ଷ କରୋନା ସଙ୍କଟ କାଳରେ ଆରମ୍ଭ ହୋଇଥିଲା ଆଇପିଏଲ ମ୍ୟାଚ । ଆଇପିଏଲ ଇତିହାସରେ ପ୍ରଥମଥର ପାଇଁ ବିନା ଦର୍ଶକରେ ଖେଳାଯାଉଥିଲା ମ୍ୟାଚ । ତେବେ ଆଜି ଏହି ଟୁର୍ଣ୍ଣାମେଣ୍ଟର ଯବନିକା ପଡିବାକୁ ଯାଉଛି । ଆଜି ଆଇପିଏଲ ଫାଇନାଲ ମ୍ୟାଚ ଖେଳିବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ସଂନ୍ଧ୍ୟା ୭.୩୦ରେ ଦୁବାଇ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ମୁମ୍ବାଇ ପଞ୍ଚମଥର ପାଇଁ ଟ୍ରଫି ଜିତିବା ଲକ୍ଷରେ ରହିଥିବା ବେଳେ, ଦିଲ୍ଲୀ କ୍ୟାପିଟାଲ୍ସ ଆଜି ଫାଇନାଲ ଜିତି ଇତିହାସ ରଚିବାକୁ ଆଶା ବାନ୍ଧିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular