ବାରିପଦା: ବାରିପଦା ସହରରେ ବୁଲୁଛି ଜଙ୍ଗଲୀ ହାତୀ । ସହରର ମୁର୍ଗାଭାଡି ଅଞ୍ଚଳରେ ଏକ ଦନ୍ତା ହାତୀ ପଶି ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀକୁ ଘଉଡେଇବାକୁ ଉଦ୍ୟମ କରିଥିଲା । କିନ୍ତୁ ହାତୀଟି ଏବେ ସଦର ବ୍ଲକ ବାଉରା ନିକଟସ୍ଥ ଜଙ୍ଗଲକୁି ଚାଲିଯାଇଥିବା ଜଣାପଡିଛି । ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସତର୍କ କରିଥିଲା ବନ ବିଭାଗ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0