spot_img

ପାକିସ୍ତାନରୁ ଆସୁଥିବା ପବନ ଦିଲ୍ଲୀକୁ କରୁଛି ପ୍ରଦୂଷିତ : ୟୁପି ସରକାର

ସୁପ୍ରିମକୋର୍ଟରେ ଆଜି ପ୍ରଦୂଷଣ ଉପରେ ଶୁଣାଣି ହୋଇଛି | ଏହି ଅବସରରେ ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ପାକିସ୍ତାନରୁ ଆସୁଥିବା ପବନ ରାଜଧାନୀ ଦିଲ୍ଲୀକୁ କରୁଛି ପ୍ରଦୂଷିତ | ୟୁପି ସରକାର କହିଛନ୍ତି ଯେ ଆମ ରାଜ୍ୟର ଉଦ୍ୟୋଗ ଗୁଡିକର ଧୂଆଁ ଅନ୍ୟ ଆଡେ ଯାଉଛି , ଦିଲ୍ଲୀକୁ ଯାଉ ନାହିଁ | ଏଥିରେ ହସ୍ୟାତ୍ମକ ଢଙ୍ଗରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ ଭି ରମନ୍ନା ୟୁପି ସରକାରଙ୍କୁ କହିଛନ୍ତି ଯେ ପାକିସ୍ତାନର ଉଦ୍ୟୋଗ ଗୁଡିକୁ କଣ ବନ୍ଦ କରିଦେବ | ସୁପ୍ରିମକୋର୍ଟ ଏହି ମାମଲାକୁ ଆଗାମୀ ଶୁକ୍ରବାରକୁ ଶୁଣାଣି ଘୁଞ୍ଚାଇ ଦିଆଯାଇଛି |

LEAVE A REPLY

Please enter your comment!
Please enter your name here

- Advertisment -

Most Popular