spot_img

ଖସୁଛି ପାରଦ ବଢୁଛି ଥଣ୍ଡା

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସମେତ ରାଜ୍ୟର ଅନ୍ୟ ୩ ସହରରେ ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଛି । ବର୍ତ୍ତମାନ ଓଡ଼ିଶାକୁ ଉତ୍ତରା ପବନ ବହୁଥିବାରୁ ରାଜ୍ୟରେ ଥଣ୍ଡା ଅନୁଭୂତ ହେବ ଓ ତାପମାତ୍ରା ଧୀରେଧୀରେ କମିବ । ଆସନ୍ତା ୫ ଦିନ ପର୍ୟ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ । ପାଗ ଶୁଖିଲା ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular