spot_img

ନୁତନ ଗାଇଡ ଲାଇନ ଜାରି କଲେ ଆୟୋଗ.. କରୋନା ସମୟରେ ହେବ ବିହାର ବିଧାନସଭା ନିର୍ବାଚନ.

କରୋନା ସଂକଟ ମଧ୍ୟରେ ବିହାର ନିର୍ବାଚନ ହେବା ନେଇ ସ୍ପଷ୍ଟ କରାଯାଇଛି । ନିର୍ବାଚନ ଆୟୋଗ ଗାଇଡଲାଇଇନ ଜାରି କରିଛନ୍ତି । ଗାଇଡଲାଇନ ଅନୁଯାୟୀ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କୁ ଅନଲାଇନରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଅନୁମତି ଦିଆଯାଇଛି । ଏହା ସହିତ ନିର୍ବାଚନ ସମୟରେ କରୋନାରୁ ରକ୍ଷା ପାଇଁ ନୁତନ ନିୟମ ପାଳନ କରିବା ପାଇଁ ମଧ୍ୟ କୁହାଯାଇଛି । ଏହି ଗାଇଡଲାଇନ ର ସଂଙ୍କେତ ଅନୁଯାୟୀ ରାଜ୍ୟରେ ମଧ୍ୟ ବିଧାନ ସରାଜ୍ୟରେ ମଧ୍ୟ ବିଧାନସଭା ଅନୁଷ୍ଠିତ ହେବ ନିର୍ଦ୍ଧାରିତ ସମୟରେ । ଏଥିସହ ପ୍ରତିଟି ବ୍ୟକ୍ତି ମାସ୍କ ପିନ୍ଧିବା ଜରୁରୀ ମଧ୍ୟ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular