ଗଞ୍ଜାମ: ଧରାକୋଟରୁ ଏକ ବାଣ ବୋଝେଇ ଟ୍ରକ ଜବତ । ଗଞ୍ଜାମରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ବେଳେ ଧରାକୋଟ ପୋଲିସ ଏହି ଟ୍ରକ ଜବତ କରିଛି । ଜବତ ହୋଇଥିବା ବାଣର ମୂଲ୍ୟ ପ୍ରାୟ ୫୦ ଲକ୍ଷରୁ ଉଦ୍ଧ୍ୱର୍ । ଜବତ ହୋଇଥିବା ବାଣର ଗୋଟିଏ ଗୋଟିଏ ବକ୍ସର ମୂଲ୍ୟ ପ୍ରାୟ ୧ଲକ୍ଷ ଟଙ୍କା ହୋଥିବା ବେଳେ ଘଟଣାସ୍ଥଳରୁ ଗାଡ଼ି ଡ୍ରାଇଭର ଫେରାର ହୋଇଛି । ସୂଚନାଅନୁଯାୟୀ ଟ୍ରକଟି ଧରାକୋଟ ବ୍ଲକ ମୁଣ୍ଡମରାଇ ନିକଟ ପାହାଡ ପାଖରେ ଛିଡ଼ା ହୋଇଥିଲା । ତେବେ ଆସିକା ଏସଡ଼ିପିଓଙ୍କ ନେତୃତରେ ଧରାକୋଟ ପୋଲିସ ଏହାକୁ ଜବତ କରିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0