spot_img

କଟକ ଗଣଦୁଷ୍କର୍ମ ମାମଲା, ଜଣେ ଗିରଫ

କଟକ:  କଟକ ଗଣଦୁଷ୍କର୍ମ ମାମଲା । ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣକୁ ଖୋଜା ଖୋଜି କରୁଛି ପୁଲିସ୍ । ଏକ ସ୍ପେଶାଲ ଟିମ୍ ଗଠନ କରି ମାମଲାର ତଦନ୍ତ କରାଯାଉଛି । ନାବାଳିକା ବୟାନ ମଧ୍ୟ ରେକର୍ଡ କରାଯାଇଛି । ଆଜି ତାଙ୍କ ପରିବାର ଲୋକଙ୍କୁ ଘଟଣା ନେଇ ପଚରା ଉଚରା କରିବ ପୁଲିସ୍ । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂଙ୍କ । ପୂର୍ବରୁ ଚାଉଳିଆଗଞ୍ଜ ଥାନାରେ ରୁଜୁ ହୋଇଛି ମାମଲା । ଉକ୍ତ ଥାନା ଅନ୍ତର୍ଗତ ଗତିରାଉତପାଟଣାରେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ଜଣେ ନାବାଳିକାକୁ ୨୨ ଦିନ ଧରି ପରିତ୍ୟକ୍ତ କୁକୁଡା ଫାର୍ମରେ ଯୌନ ନିର୍ଜାତନା ଦେଇଥିଲେ ଦୁର୍ବୁତ୍ତ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular