spot_img

୧୧ ଗ୍ରାମରୁ ଅଧିକ ଓଜନର ବ୍ରାଉନସୁଗାର ଜବତ

ଭଦ୍ରକଭଦ୍ରକ ଜିଲ୍ଲା ବନ୍ତ ଥାନା ପୋଲିସ ଦ୍ବାରା ବ୍ରାଉନସୁଗାର ବେପାରୀ ଗିରଫ ୧୧ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କଲା ପୋଲିସ ଜବତ ବ୍ରାଉନସୁଗାରର ଓଜନ ୧୧.୧୦୩ ଗ୍ରାମ ରହିଛି

ବନ୍ତ ଥାନା ଅନ୍ତର୍ଗତ ଛୟାଳସିଂ ଅଞ୍ଚଳରୁ ବ୍ରାଉନସୁଗାର ସହ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ଅଭିଯୁକ୍ତ ହେଉଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ହାସିନପୁର ଗାଁର ଶ୍ରୀକାନ୍ତ ପ୍ରଧାନ ଭଦ୍ରକ ଏସଡିପିଓ ସାର୍ଥକ ରାଏ ଜବତ ବ୍ରାଉନସୁଗାର ନେଇ ସୂଚନା ପ୍ରଦାନ କରିଛନ୍ତି

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular