spot_img

ଭୟଙ୍କର ରୂପ ନେଉଛି ମହାମାରୀ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୧୨୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ୯୩ଜଣ ନେଉଛି କ୍ୱାରେଣ୍ଟିଇନରେ ରହିଥିବା ବେଳେ ସେଣ୍ଟରୁ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ମଞ୍ଚେଶ୍ୱରରେ ର ଅଟାକଳର ଆଉ ୩୫ କର୍ମଚାରୀ କରୋନା ଚିହ୍ନଟ ହେବା ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଛ । ଏମାନେ ପୂର୍ବରୁ କରୋନା ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କର ସଂସ୍ପର୍ଶରେ ଆସିଥିଲେ। ଚନ୍ଦ୍ରଶେଖରପୁର ସ୍ଥିତ ୭ମ ବାଟାଲିଅନରୁ ୯ ଜଣ, ୟୁନିଟ-୨ର ଏମଜି ରୋଡ଼ ନିକଟରୁ ୫ ଜଣ ମହିଳାଙ୍କ ସମେତ ୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ରସୁଲଗଡ଼ର ଓସିସି କଲୋନିରୁ ଜଣେ ମହିଳାଙ୍କ ସମେତ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ରିଜର୍ଭ ପୋଲିସ କଲୋନିରୁ ୩,ନୟାପଲ୍ଲୀ ଅଞ୍ଚଳରୁ ୨ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular