spot_img

ଯୁକ୍ତ ଦୁଇ ନାମଲେଖା ଅବଧି ବଢ଼ିଲା

ଭୁୁବନେଶ୍ୱର: +୨ ନାମଲେଖା ଅବଧି ବଢ଼ିଲା । ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ୪ଦିନ ବଢ଼ିଛି । ୨୧ରୁ ଆରମ୍ଭ ହୋଇଥିବା ନାମଲେଖା ପ୍ରକ୍ରିୟା ସେପ୍ଟେମ୍ବର ୨୬ ବଦଳରେ ୩୦ ତାରିଖକୁ ବଢାଇ ଦିଆଯାଇଛି । ସିବିଏସଇ ଓ ଆଇସିଏସଇ ପିଲାଙ୍କ ଡିଜିଲକର ସାର୍ଟିଫିକେଟ ଗ୍ରହଣ ପାଇଁ ନିଦେ୍ର୍ଦଶ ଦିଆଯାଇଛି । ମାସେ ଭିତରେ ଅରିଜିନାଲ ଦେବାକୁ ଓ ଅଣ୍ଡରଟେକିଂ ରଖିବାକୁ ନିଦେ୍ର୍ଦଶ ଜାରି ହୋଇଛି । ଆଡମିଶନ ବେଳେ କୋଭିଡ଼୍ କଟକଣା ପାଳନ ପାଇଁ ଅଧ୍ୟକ୍ଷମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶାଳୟ ନିଦେ୍ର୍ଦଶନାମା ଜାରି କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular