ବେଜିଂରେ ୨୦୨୨ ଶୀତକାଳୀନ ଅଲିମ୍ପିକ୍ସ ଆୟୋଜନ ହେବାକୁ ଯାଉଛି । ତେବେ ଏହି ମେଗା ଇଭେଣ୍ଟର ପ୍ରସ୍ତୁତି ପାଇଁ ବ୍ୟାପକ ଭାବେ ମାନବିକ ଅଧିକାରର ଉଲ୍ଲଘଂନ ହେଉଛି ଓ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ବିରୋଧରେ ଅଭିଯୋଗ ଆସିଛି । ଚାଇନାରେ ପାରମ୍ପରିକ ଭାବେ ରହୁଥିବା କେତେକ ସଂଖ୍ୟାଲଘୁ ସମ୍ପ୍ରଦାୟ ସଙ୍ଗଠନ ଏ ନେଇ ଆଇଓଏକୁ ଦାୟୀ କରିଛି । ହଂଙ୍କର ନାଗରିକ ଓ ଉଇଘର ମିଳିତ ଭାବେ ଏ ନେଇ ଆଇଓସି ଅଧ୍ୟକ୍ଷ ଥୋମାସ ବାକ ଓ ଆଇଓସି ସଦସ୍ୟ ଜୁଆନ ଆଟୋଂନିଓ ସାମରଂଚ ଜୁନିୟରଙ୍କୁ ଚିଠି ଲେଖିଛନ୍ତି । ଆଇଓସିର ଏହି ଅଧିକାରୀମାନେ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରୁଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0