ଭୁବନେଶ୍ୱର : ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ଆଉ ୨୪୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୧୪୮ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୯୯ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୧୦୩ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ଭୁବନେଶ୍ୱରରେ ଏବେସୁଦ୍ଧା ୪୮୪୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୧୧୮ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୨୩ଜଣ ପ୍ରାଣ ହରାଇଥିବା ବେଳେ ୧୬୯୫ଟି ସକ୍ରିୟ କେସ୍ ରହିଛି ।
Update on newly detected & cured #COVID19 cases in the last 24 hrs under the BMC area on 14th Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/kyQa6JpLJy— BMC (@bmcbbsr) August 14, 2020
ୟୁନିଟ-୬ ଅଞ୍ଚଳରୁ ୧୧, ଶୁକ ବିହାର ଅଞ୍ଜଳରୁ ୧୧, ବମିଖାଳରୁ ୮, ନୟାପଲ୍ଲୀର ଏକ ହୋଟେଲ ୬ କର୍ମଚାରୀ , ରିଜର୍ଭ ପୁଲିସ କଲୋନିରୁ ୬, ଆଚାର୍ଯ୍ୟ ବିହାର ସାଇନ୍ସ ପାର୍କ ବସ୍ତିରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0