ବହୁସଂଖ୍ୟକ ଲୋକଙ୍କୁ ନିସ୍ୱାର୍ଥପର ସେବା କରି ସବୁବେଳେ ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ ।ସବୁରି ଆଗରେ ସେ ମାନବ ସେବାକୁ ପ୍ରାଧ୍ୟନ ଦେଇଛନ୍ତି । କେବଳ ଦେଶରେ ନୁହେଁ ଦେଶ ବାହାରେ ମଧ୍ୟ ସେ ଅନେକ ପ୍ରଶଂସା ସାଉଁଟିଛନ୍ତି । କରୋନା ମହାମାରୀ ସମୟରେ ନେତା ମନ୍ତ୍ରୀ ଘରେ ବସିଥିବା ବେଳେ ସେ ମହାନ କାମ କରିଆସୁଛନ୍ତି ଏହି ସମୟରେ ସେ ଅନ୍ୟଏକ ମହାନ କାମ କରିଥିବା ଦେଖିବାକୁ ମିଳିଛି । ପିଲିପାଇନ୍ସରୁ ୩୯ ଶିଶୁଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟଅପେରସନ ପାଇଁ ଭାରତକୁ ଆଣୁଛନ୍ତି । ଏଥିସହ ସୋନୁସୁଦ କହିଛନ୍ତି ୩୯ ଶିଶୁଙ୍କର ଲିଭର ଟ୍ରାନ୍ସପ୍ଳା ପାଇଁ ପିଲିପାଇନ୍ସରୁ ସେ ତାଙ୍କୁ ଦିଲ୍ଲୀ ଆଣିବେ ।ଏହି ଶିଶୁମାନଙ୍କ ବୟସ ୫ବର୍ଷ ହେବ । କରୋନା ମହାମାରୀ ପାଇଁ ୩୯ ଶିଶୁ ଆସିବାକୁ ଅସର୍ମଥ ଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0