କାକଟପୁର:୨୯୮ ଗ୍ରାମ ବ୍ରାଉନ ସୁଗାର ଜବତ, ୬ ଗିରଫ । କାକଟପୁର ଥାନା ସୋମନାଥ ପେଟ୍ରୋଲ ପମ୍ପ ନିକଟରୁ ଏସବୁ ଜବତ କରିଛି କାକଟପୁର ପୋଲିସ୍ । ଏଥି ସହିତ ୩ଟି ପଲସର ବାଇକ୍, ୩ଟି ମୋବାଇଲ ଜବତ ହୋଇଛି । ଏନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି । କେସ ନମ୍ବର ୨୧୫/୨୦ ମାମଲା ରୁଜୁ ହୋଇଛି । ୬ ଜଣ ଗିରଫଙ୍କ ମଧ୍ୟରୁ ଦୁଇଜଣଙ୍କ ଘର ବାଲେଶ୍ୱର ଜିଲ୍ଲାରେ ହୋଇଥିବା ବେଳେ ୪ ଜଣଙ୍କ ଘର ପୁରୀ ଜିଲ୍ଲାରେ । ଗିରଫ ବ୍ୟକ୍ତିମାନେ ହେଲେ ମୁନା, ରୋଶନ, ପିଣ୍ୁ,କାଳୁ, ମଙ୍ଗୁ, ଓ ଦେବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0