spot_img

ଅହମ୍ମଦାବାଦ ଓ କଲିକତାରେ ହେବ ଦିବା ରାତ୍ର ଟେଷ୍ଟ ମ୍ୟାଚ

ନୂଆଦିଲ୍ଲୀ: ଆସନ୍ତା ଭାରତ-ଇଂଲଣ୍ଡ ଦିବାରାତ୍ର ଟେଷ୍ଟ ମ୍ୟାଚକୁ ନେଇ ବିସିିସିଆଇର ଅନଲାଇନ ବୈଠକରେ ଆଲୋଚନା । ତେବେ ଭରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ ଇଂଲଣ୍ଡ ଦଳ ଭାରତକୁ ଆସିବ । ତେବେ ଏହି ମ୍ୟାଚ ଅହମ୍ମଦାବାଦ ଓ କଲିକତାରେ ଖେଳାଯିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular