ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ । ଫଳରେ ୩ଜଣ ଙ୍କର ମୃତୁ୍ୟ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ଗୁୁରୁତରଙ୍କୁ ଛତିଶଗଡର ମେନ୍ ପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଉକ୍ତ ବୋଲେରରେ ନବରଙ୍ଗପୁର ଉମରକୋଟ ବ୍ଲକର ୧୦ଜଣ ରହିଥିବା ସୂଚନା ମିଳିଛି । ସମସ୍ତେ ଡ୍ରଇଭିଂ ଲାଇସେନ୍ସ କାମରେ ଯାଉଥିଲେ । ଘଟଣାସ୍ଥଳରେ ଡ୍ରାଇଭର ନିରଞ୍ଜନ ପାତ୍ର ଙ୍କ ସମେତ ଅନ୍ୟ ଦୁଇ ଜଣଙ୍କ ମୃତୁ୍ୟ ଘଟିଥିବା ସୁଚନା ମିଳିଛି । ସେମାନେ ସମସ୍ତେ ଛତିଶଗଡରୁ ଫେରୁଥିବାÿ ସମୟରେ ଏହି ଦୁର୍ଘଟଣାର ଶୀକାର ହୋଇଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0