ଭୁବନେଶ୍ବର: ଆଜି ରାଜ୍ୟ ୪୫୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ଏବେ ରାଜ୍ୟରେ ମୋଟ ୧୧୩୩୦ଜଣ ସୁସ୍ଥ ହୋାଇଛନ୍ତି। ୧୯ଟି ଜିଲ୍ଲାରୁ ଏହି ୪୫୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ୪୫୩ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୨୨୦ଜଣ, ସୁନ୍ଦରଗଡ଼ରୁ ୪୧, ନବରଙ୍ଗପୁରରୁ ୩୩ଜଣ, ଖୋର୍ଦ୍ଧାରୁ ୨୮ଜଣ, ବଲାଙ୍ଗୀରରୁ ୨୬ଜଣ, କେନ୍ଦୁଝରରୁ ୧୭ଜଣ,ବାଲେଶ୍ବରରୁ ୧୫ଜଣ, ଜଗତସିଂହପୁରରୁ ୧୩ଜଣ, ମାଲକାନଗିରିରୁ ୧୩ଜଣ, ଯାଜପୁରରୁ ୧୦ଜଣ,ଗଜପତିରୁ ୧୦ଜଣ,ଅନୁଗୁଳରୁ ୯ଜଣ, କେନ୍ଦ୍ରାପଡ଼ାରୁ ୬ଜଣ, କୋରାପୁଟରୁ ୪ଜଣ, କଟକରୁ ୩ଜଣ, ଭଦ୍ରକରୁ ୨ଜଣ ସୁସ୍ଥ ହୋଇଥିବା ବବେଳେ ମୟୁରଭଞ୍ଜ,ନୟାଗଡ଼ ଏବଂ ପୁରୀରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ଜଣା ପଡ଼ିଛି। ଏ ନେଇ ଟୁଇଟ କରି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।
Another 453 #COVID19 patients have recovered and are being discharged on 17.7.2020.
220 from Ganjam
41 from Sundergarh
33 from Nabarangpur
28 from Khurdha
26 from Bolangir
17 from Keonjhar
15 from Balasore
13 from Jagatsinghpur
13 from Malkangiri
10 from Jajpur— H & FW Dept Odisha (@HFWOdisha) July 17, 2020



Visitors Today : 0
Total Visitors : 130166
Total Views : 9891611
Visitors Online Now : 0