spot_img

ପ୍ରଥମ ଟ୍ୱେଣ୍ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ମାତ ଦେଲା ଭାରତ

କାନବେରା: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟ୍ୱେଣ୍ଟି୨୦ ମ୍ୟାଚକୁ ୧୧ ରନରେ ଜିତିଛି ଭାରତ । ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୧୬୧ ରନ ସଂଗ୍ରହ କରିଥିଲା । ଦଳର ଓପନର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ବିସ୍ପୋରକ ବ୍ୟାଟିଂକରି ୫୧ ରନ ସଂଗ୍ରହ କରିଥିଲେ । ତାଙ୍କ ସହ ରବିନ୍ଦ୍ର ଜାଡେଜା ଓ ସଞ୍ଜୁ ସାମସନ ମଧ୍ୟ ଚମକ୍ରାର ବ୍ୟାଟିଂ କରି ଦଳକୁ ଏକ ବିଶାଳ ସ୍କୋର କରିବାରେ ସହାୟକ କରିଥିଲେ । ଅନ୍ୟପଟେ ଏହାର ଜବାବରେ ବିପକ୍ଷ ଦଳ ୭ ୱିକେଟ ହରାଇ ମାତ୍ର ୧୫୧ ରନ କରି ମ୍ୟାଚକୁ ହାରିଥିଲା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular