spot_img

ଏଚଡିଏଫସି ବିରୋଧରେ ଆରବିଆଇର ବଡ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଳୀ: ଏଚଡିଏଫସି ବିରୋଧରେ ଆରବିଆଇ ନେଲା ବଡ କାର୍ଯ୍ୟାନୁଷ୍ଠାନ । ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏଚଡିଏଫସିର ନୂଆ ଡିଜିଟାଲ ଲଞ୍ଚ୍ ଓ ନୂଆ କ୍ରେଡିଟ୍ କାର୍ଡ ଜାରି ଉପରେ ରୋକ୍ ଲଗାଇଛନ୍ତି । ଅସ୍ଥାୟୀ ଭାବେ ଏହି ସବୁ ସେବା ଉପରେ ରୋକ୍ ଲାଗିଛି । ଏହା ସହ କେଉଁଠି ସମସ୍ୟା ଅଛି ବ୍ୟାଙ୍କ ସେଦିଗରେ ଯତ୍ନବାନ ହୋଇ ସମାଧାନର ରାସ୍ତା ବାହାର କରୁଛି । ସୂଚନା ଅନୁସାରେ, ବାରମ୍ବାର ବିଭିନ୍ନ ଯାନ୍ତ୍ରିକ ତ୍ରୁଟି ପାଇଁ ଏଚଡିଏଫସିର ଗ୍ରାହକ ହଇରାଣ ହେଉଥିଲେ । ଗତ ୨ ବର୍ଷରେ ତୃତୀୟ ଥର ଏପରି ହୋଇଛି । ଆସନ୍ତୁ ନଜର ପକାଇବା ଗ୍ରାହକଙ୍କ ଉପରେ ଆରବିଆଇର ଏହି ନିଷ୍ପତ୍ତି କଣ ପ୍ରଭାବ ପକାଇବ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular