spot_img

ରାଜ୍ୟରେ ହେବ ଆଉ ୬ଟି ନୂଆ ଥାନା

ଭୁବନେଶ୍ୱର: ରାଜ୍ୟ ପୁଲିସରେ ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ରାଜ୍ୟରେ ଆଉ ୬ଟି ନୂଆ ଥାନ ହେବ । ବର୍ତ୍ତମାନ ଥିବା ୬ଟି ଥାନାର ସୀମା ଭାଗ କରାଯାଇ ଏହି ନୂଆ ଥାନା ହେବ । ଖଣ୍ଡଗିରି , ଅନୁଗୁଳ ଟାଉନ ଥାନା, ଝାରସୁଗୁଡ଼ା ଟାଉନ ଥାନ, ଭଂଜନଗର ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ତିହିଡ଼ି ଥାନା ପରିସୀମା ଭଙ୍ଗାଯାଇ ଦୁଇ ଭାଗ ହେବ । ଏହାସହ ୨୨୦ ଥାନାରେ ୯୦୫ ନୂଆ ପଦବୀର ନିଯୁକ୍ତିକୁ ମଂଜୁରୀ ଦିଆଯାଇଛି ।
ରାଜ୍ୟରେ ପୁଲିସରେ ୯୦୫ଟି ନୂଆ ପଦବୀକୁ ଅନୁ ମୋଦନ ମଳିବା ପରେ ମହାନିଦେ୍ର୍ଦଶକ ଅଭୟ ଟ୍ୱିଟ କରି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular