spot_img

ଭୁବନେଶ୍ୱରରେ ହେବ ୬୨ ତମ ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ୱରରେ ୬୨ ତମ ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀ ହେବାକୁ ଯାଉଛି । ଏହା ଡିସେମ୍ବର ୨୭ରୁ ଆରମ୍ଭ ହୋଇ ୩୦ ପର୍ୟ୍ୟନ୍ତ ଚାଲିବ । ୪ ଦିନ ଧରି ଚାଲିବ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ । ତେବେ ଡିସେମ୍ବର ୨୭ରୁ ଆରମ୍ଭ ହେବାକୁ ଥିବା ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ୪ଦିନ ଧରି ଚାଲିବ । ପୋଲିସ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାନୟକ ଉଦ୍ଘାଟନ କରିବେ । ଭିଡିଓ କନ୍ଫରେନ୍ସି ଜରିଆରେ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ । ସମ୍ମିଳନୀରେ ଦେଶର ଅନେକ ବରିଷ୍ଠ ଅଧିକାରୀ ଯୋଗଦେବ । ସିଡିଏସ ବିପନ୍ ରାୱତ, ନିର୍ଦ୍ଦେଶକ ଇଣ୍ଟରପୋଲ୍ ସିଙ୍ଗାପୁର ଯୋଗଦେବାର କାର୍ୟ୍ୟକ୍ରମ ରହିଚି । ସମ୍ମିଳନୀରେ ଲ ଆଣ୍ଡ ଅର୍ଡର, ଡ୍ରଗ୍ସ ଟ୍ରାଫିକିଂ, କ୍ୱାଲିଟି ଇନଭେଷ୍ଟିଗେସନ୍ ଓ ରୋଡ ସେଫ୍ଟି ସମ୍ପର୍କରେ ଆଲୋଚନା ହେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular