ଭାରତ ସରକାରଙ୍କ ଟେଲିକମ କମ୍ପାନୀ ବିଏସଏନଏଲ ଏବେ ଏବେ 4G ଟେଷ୍ଟିଙ୍ଗ କରିଛି | ଭାରତରେ ବର୍ତ୍ତମାନ 5G ଲଞ୍ଚ ହୋଇ ନାହିଁ ତାହା କେବେ ହେବ ତାର କୌଣସି ସୂଚନା ନାହିଁ | କିନ୍ତୁ ସରକାର ବର୍ତ୍ତମାନ 6G ଆଣିବାକୁ ପ୍ରସ୍ତୁତ ହେଉଛନ୍ତି | ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଭାରତ 6G ଟେକ୍ନୋଲୋଜି ଉପରେ କାମ କରୁଛି | ମନ୍ତ୍ରୀ କହିଛନ୍ତି ଯେ 2024 ଆରମ୍ଭ ବେଳକୁ ଭାରତରେ 6G ଆସି ଯାଇଥିବ | ଭାରତରେ 6G ଉପରେ କାମ କରୁଥିବା ବୈଜ୍ଞାନିକ ଓ ଇଂଜିନିଅର୍ସ ମାନେ ଏନେଇ ଅନୁମତି ଦେଇ ସାରିଛନ୍ତି | ବର୍ତ୍ତମାନ ଏହି ଦିଗରେ ସରକାର ଏହା ଉପରେ କାମ କରୁଛନ୍ତି |



Visitors Today : 3
Total Visitors : 130169
Total Views : 9891615
Visitors Online Now : 0