spot_img

ପୂର୍ବ ଶତ୍ରୁତାକୁ ନେଇ ୨ଯୁବକଙ୍କୁ ଆକ୍ରମଣ, ୪ ଅଭିଯୁକ୍ତଙ୍କୁ ଗିରଫ

ବଲାଙ୍ଗୀର : ଦୁଇ ଯୁବକଙ୍କୁ ଅତର୍କିତ ଆକ୍ରମଣ କରି ଲହୁଲୁହାଣ କରିବା ଘଟଣା ପୋଲିସ ଘଟଣାରେ ୪ଜଣ ଆକ୍ରମଣ କାରୀଙ୍କୁ ଗିରଫ କରିଛି ଗିରଫ ବ୍ୟକ୍ତିମାନେ ହେଲେ ଜିତେନ୍ଦ୍ର କୁମ୍ଭାର, ନୀରଜ୍ହରପାଲ୍‌,ନିରାକାର ବାଗ୍ ସୁରେଶ ହରପାଲ୍ବୋଲି ଜଣାପଡିଛି

ଖବର ଅନୁଯାୟୀ, ଗତ ତାରିଖ ଦିନ ଟାଉନ୍ଥାନା ମଦନ ଗୁଡିଆ ଛକ ନିକଟରେ ୨ଜଣ ଯୁବକ (ତୁଷାରକାନ୍ତ ପାଢୀ ଗରିବ ପାଣ୍ଡେ)ଙ୍କୁ ଲୁହା ରଡ୍ରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ ଆକ୍ରମଣରେ ୨ଜଣ ଯୁବକ ଲହୁଲୁହାଣ ହୋଇଥିବା ବେଳେ ଦୁର୍ବୁତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ତେବେ ଆକ୍ରମଣ ସମ୍ପର୍କ ଟାଉନ୍ଥାନା ପୋଲିସ ଜାଣିପାରି ଘଟଣାସ୍ଥଳରେ ପହଞ୍ଚିଥିଲା ଅଚେତ ଅବସ୍ଥାରେ ପଡିଥିବା ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ବଲାଙ୍ଗୀର ମେଡିକାଲ ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତିରତ କରାଯାଇଥିଲା  

ସେପଟେ ଘଟଣାସମ୍ପର୍କରେ ଛାନ୍ଭିନ୍ ଆରମ୍ଭ କରିଥିଲା ପୋଲିସ ବିଭିନ୍ନ ଲୋକଙ୍କ ଠାରୁ ତଥ୍ୟ ସିସିଟିଭି ଫୁଟେଜ୍ଆଧାରରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରାଯାଇଥିବା ପୋଲିସ ପକ୍ଷରୁ ପ୍ରେସ୍ମିଟ୍ଜରିଆରେ ସୂଚନା ଦିଆଯାଇଛି ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ସେମାନଙ୍କ ନିକଟରୁ ୨ଟି ବାଇକ୍ମଧ୍ୟ ଜବତ କରିଛି ପୋଲିସ

LEAVE A REPLY

Please enter your comment!
Please enter your name here

- Advertisment -

Most Popular