spot_img

ଘରେ ବସି କାମ କରି ପାରିବେ ମାଇକ୍ରୋସଫ୍ଟ କର୍ମଚାରୀ

ନୂଆଦିଲ୍ଳୀ: ମାଇକ୍ରୋସଫ୍ଟ କର୍ମଚାରୀମାନେ ଘରୁ ଅବସର ପର୍ଯ୍ୟନ୍ତ କାମ କରିପାରିବେ । ଏପରି ଏକ ବଡ ନିଷ୍ଫତି ନେଇଛି ମାଇକ୍ରୋସଫ୍ଟ କମ୍ପାନୀ । କମ୍ପାନୀର କହିବା ଅନୁସାରେ, ଯଦି ଜଣେ କର୍ମଚାରୀ ସବୁଦିନ ପାଇଁ ଘରୁ କାମ କରିବାକୁ ଚାହାଁନ୍ତି, ତେବେ ସେ ତାହା କରିପାରିବେ । ଏହାକୁ କମ୍ପାନୀ ବିରୋଧ କରିବ ନାହିଁ । ଅନ୍ୟପଟେ ଆମେରିକାର ଟେକ ୱେବସାଇଟ ଦି ଭର୍ଜ ଏକ ରିପୋର୍ଟରୁ କହିଛି ଯେ, ଅଧିକାଂଶ ମାଇକ୍ରୋସଫ୍ଟ କର୍ମଚାରୀ ବର୍ତ୍ତମାନ ଘରେ ରହି କାମ କରୁଛନ୍ତି । ତେବେ ଅଫିସ ଖୋଲା ରହିବା ପରେ ମଧ୍ୟ କର୍ମଚାରୀମାନେ ଘରୁ କାମ କରିବା ପାଇଁ ଚାହୁଁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular