spot_img

ପ୍ରଥମଥର ପାଇଁ ଭାବି ସ୍ୱାମିଙ୍କ ସହ ଫଟୋ ସେୟାର କଲେ କାଜଲ

ମୁମ୍ବାଇ : ସୋସିଆଲ ମିଡ଼ିଆରେ ଭାୟରାଲ ହେଲା ସାଉଥ ହିରୋଇନ କାଜଲ ଅଗ୍ରୱାଲ ଓ ତାଙ୍କ ଭାବି ସ୍ୱାମି ଗୌତମ  କିଚଲୁଙ୍କ ଫଟୋ । ସୋସିଆଲ ମିଡ଼ିଆରେ ଆକ୍ଟିଭ ରହୁଥିବା କାଜଲ ଦଶହରା ଉପଲକ୍ଷ ନିଜ ଫ୍ୟାନ ମାନଙ୍କ ପାଇଁ ଏହି ଫଟୋ ସେୟାର କରିଛନ୍ତି ।

ସୂଚନାଅନୁଯାୟୀ କିଛି ଦିନ ପୂର୍ବରୁ କାଜଲ ଗୌତମଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବା କଥା ସୋସିଆଲ ମିଡ଼ିଆରେ ଜଣାଇଥିଲେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular