spot_img

ପାନୀୟ ବଢାଇବ ରୋଗ ପ୍ରତିରୋଧକ ଶକ୍ତି .

କରୋନା କବଳରେ ସାରା ବିଶ୍ୱ । ସଚେତନତା ଓ ସର୍ତକ ରହିବା ଦ୍ୱାରା ଏହାକୁ ପ୍ରତିହତ କରାଯାଇପାରିବ । କେବଳ ରୋଗ ପ୍ରତିରୋଧକ ଶକ୍ତି ଦ୍ୱାରା ଆମେ ଏହାର ମୁକାବିଲା କରିପାରିବା ।
ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିବା ଦ୍ୱାରା ଥଣ୍ଡା, କାଶ ଜ୍ୱର ବଢିଥାଏ । ଏଥିସହ ଶରୀରର ଶକ୍ତି କମିଯାଇ ଦୁର୍ବଳ ଅନୁଭବ ହୋଇଥାଏ । ସେଥିପାଇଁ ଭାରତ ସରକାର ଆୟୁଷ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ସଚେତନ କରାଯାଉଛି । ଖାଦ୍ୟରେ ଏମିତି ଡାଏଟ୍ ସାମିଲ କରିବା, ଯାହା ଆମର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାର୍ଯ୍ୟ କରିବ । ନ୍ୟାସନାଲ ସେଣ୍ଟର ଫର୍ ବାୟୋଟେକ୍ନୋଲୋଜି ସୂଚନା ଅନୁସାରେ ଶୁଖିଲା ଖଜୁରୀ ଓ ଆଲମଣ୍ଡ ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢାଇବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥାନ୍ତି ।
ଖଜୁରୀ ଆଲମଣ୍ଡ କୁ ଭଲଭାବରେ ପେଶି ଅଧା ଗା୍ଲସ କ୍ଷୀରରେ ମିଶାଇ ଶୋଇବା ପୁର୍ବରୁ ପିଅନ୍ତୁ । ଏହାଦ୍ୱାରା ରାତିରେ ଭଲ ନିଦ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular