ନୂଆଦିଲ୍ଲୀ: କରୋନାଭାଇରସ ଟିକା ବଣ୍ଟନ ଲାଗି ସମନ୍ୱୟ ଗଠନ କରିବା ବିଷୟରେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ମନ୍ତ୍ରାଳୟ । ତାଙ୍କ କହିବା ଅନୁସାରେ, ଟିକାକରଣ ଅଭିଯାନ ବର୍ଷେରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିପାରେ । ସ୍ୱାସ୍ଥ୍ୟ ସେବା କର୍ମୀଙ୍କ ଠାରୁ ଆରମ୍ଭ କରି ଏହି ଅଭିଯାନରେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ସାମିଲ କରାଯି । ଏ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ଆସୁଥିବା ଭୁଲ ସୂଚନା ପ୍ରତି ମଧ୍ୟ ରାଜ୍ୟ ସରକାରମାନେ ସତର୍କ ରହିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0