spot_img

ସାଧାରଣତନ୍ତ୍ର ଦିବସରେ ନୀରଜ ଚୋପ୍ରାଙ୍କୁ ମେଡାଲ

ନୂଆଦିଲ୍ଲୀ : ଜାଭେଲିନ୍ ଥୋ୍ର ଖେଳାଳି ତଥା ଅଲମ୍ପିୟାନ ନୀରଜ ଚୋପ୍ରା ଆଉ ଏକ ବଡ ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି । ରାଜପୁତନା ରାଇଫଲ୍ରେ ସୁବେଦାର ଥିବା ନୀରଜ ଚୋପ୍ରା ପରମ ବିଶିଷ୍ଟ ସେବା ମେଡାଲ ରେ ସମ୍ମାନିତ ହେବେ । ଟୋକିଓ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ ଗଣତନ୍ତ୍ର ଦିବସରେ ଏହି ମେଡାଲରେ ସମ୍ମାନିତ କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular