spot_img

ଗରମ ପେଜରେ ପଡି ଶିଶୁ ଗୁରୁତର 

ଆନନ୍ଦପୁର : ପେଜ କଡେଇରେ ପଡି ଶିଶୁ କନ୍ୟା ଗୁରୁତର ଶିଶୁ କନ୍ୟାକୁ ଗୁରୁତର ଭାବେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ବଞ୍ଚୋ ଗାଁରେ ଘଟଣା

ଖବର ଅନୁଯାୟୀ, ଆଜି ଚିତରଞ୍ଜନଙ୍କ ପତ୍ନୀ ଭାତ ରାନ୍ଧିବା ପରେ ଗରମ ପେଜକୁ ଡେକ୍ଚିରେ ରଖିଥିଲେ। ଏହି ସମୟରେ ଝିଅ ଖେଳୁଥିବା ସମୟରେ ହଠାତ୍ ଗରମ ପେଜରେ ପଡିଯାଇଥିଲେ  ଦେଢ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ଚିତରଞ୍ଜନଙ୍କ ଝିଅ ଲକ୍ଷ୍ମୀପ୍ରିୟାକୁ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular