spot_img

ଗରମ ପେଜରେ ପଡି ଶିଶୁ ଗୁରୁତର 

ଆନନ୍ଦପୁର : ପେଜ କଡେଇରେ ପଡି ଶିଶୁ କନ୍ୟା ଗୁରୁତର । ଶିଶୁ କନ୍ୟାକୁ ଗୁରୁତର ଭାବେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ବଞ୍ଚୋ ଗାଁରେ ଘଟଣା ।

ଖବର ଅନୁଯାୟୀ, ଆଜି ଚିତରଞ୍ଜନଙ୍କ ପତ୍ନୀ ଭାତ ରାନ୍ଧିବା ପରେ ଗରମ ପେଜକୁ ଡେକ୍‌ଚିରେ ରଖିଥିଲେ। ଏହି ସମୟରେ ଝିଅ ଖେଳୁଥିବା ସମୟରେ ହଠାତ୍ ଗରମ ପେଜରେ ପଡିଯାଇଥିଲେ ।  ଦେଢ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଚିତରଞ୍ଜନଙ୍କ ଝିଅ ଲକ୍ଷ୍ମୀପ୍ରିୟାକୁ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular