spot_img

ଚାଷିଙ୍କ ନାଁରେ ୨ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ

ବାଲାଙ୍ଗୀର : ଚାଷଙ୍କୁ ଋଣ ଦେବେ କହି ୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଘଟଣାରେ ଆକ୍ସନ ମୋଡ୍‌ରେ ବଲାଙ୍ଗୀର ପୋଲିସ୍। ଏହି ଘଟଣାରେ ଠକାମୀର ଶିକାର ହୋଇଥିବା ୨ ଜଣ ବିରେନ୍ଦ୍ର ଭୋଇ ଓ ସବିତା ରଣା ଦେଓଗାଁ ଥାନା ଏବଂ ସଇଁତଳା ଥାନାରେ ଅଭିଯୋଗ କରିଥିଲେ। ଏମାନଙ୍କ ଅଭିଯୋଗ ଆଧାରରେ ପୋଲିସ୍ ମାମଲା ରୁଜୁ କରି ଜଣଙ୍କୁ ଥାନାରେ ଅଟକ ରଖିଛି। ସେମାନେ ଅଭିଯୋଗରେ ଉଲ୍ଲେଖ କରିଥିଲେ ଯେ, ଶିନ୍ଦୂଜା ଷ୍ଟିଲ ନାମକ ଏକ କମ୍ପାନୀର ୨ କୋଟି ଟଙ୍କା ଜିଏସ୍‌ଟି ଠକେଇରେ ସଂପୃକ୍ତି ରହିଛି। ଏମାନଙ୍କ ଅଭିଯୋଗ ଆଧାରରେ ପୋଲିସ୍ ମାମଲା ରୁଜୁ କରି ଜଣଙ୍କୁ ଥାନାରେ ଅଟକ ରଖିଛି। ସେମାନେ ଅଭିଯୋଗରେ ଉଲ୍ଲେଖ କରିଥିଲେ ଯେ, ଶିନ୍ଦୂଜା ଷ୍ଟିଲ ନାମକ ଏକ କମ୍ପାନୀର ୨ କୋଟି ଟଙ୍କା ଜିଏସ୍‌ଟି ଠକେଇରେ ସଂପୃକ୍ତି ରହିଛି।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular