ବାଲାଙ୍ଗୀର : ଚାଷଙ୍କୁ ଋଣ ଦେବେ କହି ୨ କୋଟି ଟଙ୍କାର ଜିଏସ୍ଟି ଠକେଇ ଘଟଣାରେ ଆକ୍ସନ ମୋଡ୍ରେ ବଲାଙ୍ଗୀର ପୋଲିସ୍। ଏହି ଘଟଣାରେ ଠକାମୀର ଶିକାର ହୋଇଥିବା ୨ ଜଣ ବିରେନ୍ଦ୍ର ଭୋଇ ଓ ସବିତା ରଣା ଦେଓଗାଁ ଥାନା ଏବଂ ସଇଁତଳା ଥାନାରେ ଅଭିଯୋଗ କରିଥିଲେ। ଏମାନଙ୍କ ଅଭିଯୋଗ ଆଧାରରେ ପୋଲିସ୍ ମାମଲା ରୁଜୁ କରି ଜଣଙ୍କୁ ଥାନାରେ ଅଟକ ରଖିଛି। ସେମାନେ ଅଭିଯୋଗରେ ଉଲ୍ଲେଖ କରିଥିଲେ ଯେ, ଶିନ୍ଦୂଜା ଷ୍ଟିଲ ନାମକ ଏକ କମ୍ପାନୀର ୨ କୋଟି ଟଙ୍କା ଜିଏସ୍ଟି ଠକେଇରେ ସଂପୃକ୍ତି ରହିଛି। ଏମାନଙ୍କ ଅଭିଯୋଗ ଆଧାରରେ ପୋଲିସ୍ ମାମଲା ରୁଜୁ କରି ଜଣଙ୍କୁ ଥାନାରେ ଅଟକ ରଖିଛି। ସେମାନେ ଅଭିଯୋଗରେ ଉଲ୍ଲେଖ କରିଥିଲେ ଯେ, ଶିନ୍ଦୂଜା ଷ୍ଟିଲ ନାମକ ଏକ କମ୍ପାନୀର ୨ କୋଟି ଟଙ୍କା ଜିଏସ୍ଟି ଠକେଇରେ ସଂପୃକ୍ତି ରହିଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0