କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଓ ଶିମିଳିପାଳ ପାଦ ଦେଶରେ ଥିବା ନଦୀ ଓ ନାଳ ଗୁଡିକ ରେ ଆଜିଠାରୁ ଆରମ୍ଭ ହେଇଛି କୁମ୍ଭୀର ଗଣନା । ବିଶେଷ କରି ଶିମିଳିପାଳରୁ ବାହାରି ଥିବା ନଦୀ ଖଇରି, ବୁଢାବଳଙ୍ଗ, ଖଡ଼ଖାଇ ପ୍ରଭୁତି ନଦୀ କୁଳ କୂଳରେ କୁମ୍ଭୀର ଗଣନା ଚାଲିଛି। ଆଜି ଠାରୁ ଆରମ୍ଭ ହୋଇ ତିନିଦିନ ଏଠାରେ ଚାଲିବ କୁମ୍ଭୀର ଗଣନା । ପ୍ରତେକ ରେଞ୍ଜରେ ଦୁଇରୁ ତିନୋଟି ଟିମ୍ କରାଯାଇ କୁମ୍ଭୀର ଗଣନା କରାଯାଉଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0