spot_img

ଶିମିଳିପାଳ ଆରମ୍ଭ ହେଲା କୁମ୍ଭୀର ଗଣନା

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଓ ଶିମିଳିପାଳ ପାଦ ଦେଶରେ ଥିବା ନଦୀ ଓ ନାଳ ଗୁଡିକ ରେ ଆଜିଠାରୁ ଆରମ୍ଭ ହେଇଛି କୁମ୍ଭୀର ଗଣନା । ବିଶେଷ କରି ଶିମିଳିପାଳରୁ ବାହାରି ଥିବା ନଦୀ ଖଇରି, ବୁଢାବଳଙ୍ଗ, ଖଡ଼ଖାଇ ପ୍ରଭୁତି ନଦୀ କୁଳ କୂଳରେ କୁମ୍ଭୀର ଗଣନା ଚାଲିଛି। ଆଜି ଠାରୁ ଆରମ୍ଭ ହୋଇ ତିନିଦିନ ଏଠାରେ ଚାଲିବ କୁମ୍ଭୀର ଗଣନା । ପ୍ରତେକ ରେଞ୍ଜରେ ଦୁଇରୁ ତିନୋଟି ଟିମ୍ କରାଯାଇ କୁମ୍ଭୀର ଗଣନା କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular