spot_img

ସ୍କୁଲ ଭିତରେ ଭାଲୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ନରଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତରେ ଭାଲୁ ଉତ୍ପାତ । ଭାଲୁ ଆକ୍ରମଣରେ ତିନି ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ନରଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭିତର ଏକ ଭାଲୁ ପଶି ଶୋଇଥିଲା ।  ଆଜି ଜଣେ ଶିକ୍ଷକ ସ୍କୁଲ ଭିତର କୁ ଯିବା ସମୟରେ ତାଙ୍କୁ ପ୍ରଥମେ ଆକ୍ରମଣ କରିଥିଲା  ।ଏହା ପରେ ତାକୁ ତଡିବା ସମୟ ରେ ଦୁଇ ଜଣ ଗାଁ ଲୋକଙ୍କୁ ଆକ୍ରମଣ କରି ଆହାତ କରି ଜଙ୍ଗଲକୁ ପଳାଇଯାଇଛି । ଆହାତ ମାନେ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular