ନବରଙ୍ଗପୁରରେ ବିଜୁ ଯୁବ ଛାତ୍ର ଜନତା ଦଳର ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ମୁଖ୍ୟ ଅତିଥିଭାବେ ବିଜୁ ଜନତା ଦଳ ସମ୍ପାଦକଙ୍କ ସହ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ଯୋଗଦେଇଥିଲେ । ଆଗାମୀ ଦିନରେ ଯୁବ ଓ ଛାତ୍ର ମାନେ ତୃଣମୂଳ ସ୍ତରରେ କିପରି ସୁଦୃଢ଼ ହୋଇପାରିବେ ସେ ନେଇ ଶ୍ରୀଦାସବର୍ମା ଅଭିଭାଷଣ ରଖିଥିଲେ । ଏଥିସହ ସେ ବିଜୁଜନତା ଦଳର ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦେଶକୁ ଅନୁସରଣ କରି ଜନସାଧାରଣଙ୍କ ସେବା କରିବା ପାଇଁ ଯୁବ ଛାତ୍ର ମାନଙ୍କୁ ଉପଦେଶ ଦେଇଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0