spot_img

ବିଜୁ ଯୁବ ଛାତ୍ର ଜନତା ଦଳର ବିଶାଳ ସମାବେଶ

ନବରଙ୍ଗପୁରରେ ବିଜୁ ଯୁବ ଛାତ୍ର ଜନତା ଦଳର ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ମୁଖ୍ୟ ଅତିଥିଭାବେ ବିଜୁ ଜନତା ଦଳ ସମ୍ପାଦକଙ୍କ ସହ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ଯୋଗଦେଇଥିଲେ । ଆଗାମୀ ଦିନରେ ଯୁବ ଓ ଛାତ୍ର  ମାନେ ତୃଣମୂଳ ସ୍ତରରେ କିପରି ସୁଦୃଢ଼ ହୋଇପାରିବେ ସେ ନେଇ ଶ୍ରୀଦାସବର୍ମା ଅଭିଭାଷଣ ରଖିଥିଲେ । ଏଥିସହ ସେ ବିଜୁଜନତା ଦଳର ସଭାପତି  ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦେଶକୁ ଅନୁସରଣ କରି ଜନସାଧାରଣଙ୍କ ସେବା କରିବା ପାଇଁ ଯୁବ ଛାତ୍ର ମାନଙ୍କୁ ଉପଦେଶ ଦେଇଥିଲେ ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular