କୋରାପୁଟ : କୋରାପୁଟରୁ ଜବତ ହେଲା ଜାଲ୍ ନୋଟ୍ । ପଟାଙ୍ଗି ପୋଲିସ ଦ୍ବାରା ସୁଙ୍ଖି ଆଉଟ୍ ପୋଷ୍ଟ ନିକଟରୁ ଏହି ଟଙ୍କା ପୋଲିସ ଜବତ କରିଛି । ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କରିଛି ପୋଲିସ ।GK କାର୍ରେ ଛତିଶଗଡ ଯାଉଥିବା ବେଳେ ଜାଲ୍ ନୋଟ୍ ଜବତ କରିଛି ପୋଲିସ । ଅଭିଯୋଗରେ ଛତିଶଗଡ ଅଞ୍ଚଳର ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଏ ନେଇ ସୁନାବେଡ଼ା ଏସଡିପିଓ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0