spot_img

କୋରାପୁଟରୁ ଜବତ ହେଲା ଜାଲ୍ ନୋଟ୍

କୋରାପୁଟ : କୋରାପୁଟରୁ ଜବତ ହେଲା ଜାଲ୍ ନୋଟ୍ । ପଟାଙ୍ଗି ପୋଲିସ ଦ୍ବାରା ସୁଙ୍ଖି ଆଉଟ୍ ପୋଷ୍ଟ ନିକଟରୁ ଏହି ଟଙ୍କା ପୋଲିସ ଜବତ କରିଛି । ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କରିଛି ପୋଲିସ ।GK କାର୍‌ରେ ଛତିଶଗଡ ଯାଉଥିବା ବେଳେ ଜାଲ୍‌ ନୋଟ୍ ଜବତ କରିଛି ପୋଲିସ । ଅଭିଯୋଗରେ ଛତିଶଗଡ ଅଞ୍ଚଳର ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଏ ନେଇ ସୁନାବେଡ଼ା ଏସଡିପିଓ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular