spot_img

ମାନେଶ୍ୱର ମହାଦେବଙ୍କ ପୀଠରେ ନିର୍ଦ୍ଦିଷ୍ଠ ସମୟରେ ଉଠିଲା ମହାଦୀପ

ଭୁବନେଶ୍ୱର: ମାନେଶ୍ୱର ମହାଦେବଙ୍କ ପୀଠରେ ନିର୍ଦ୍ଦିଷ୍ଠ ସମୟରେ ଉଠିଲା ମହାଦୀପ । ଡୁମଡୁମା ସ୍ଥିତ ଶ୍ରୀ ଶ୍ରୀ ମାନେଶ୍ୱର ମହାଦେବଙ୍କ ପୀଠରେ ଶାନ୍ତି ଶୃଙ୍ଖଳାର ସହ ଜାଗର ଯାତ୍ରା ପାଳନ ହୋଇଯାଇଛି । ସଂନ୍ଧ୍ୟା ସମୟରେ ବ୍ରତଧାରୀ ମାନେ ମନ୍ଦିରରେ ମହାଦୀପ ଉଠିବା ଯାଏଁ ଦୀପ ଜାଳିଥିଲେ । ମନ୍ଦିର କମିଟି ତରଫରୁ ଠିକ ସମୟରେ ମହାଦୀପ ଉଠାଯାଇଥିଲା । ତା ପରେ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular