ଭୁବନେଶ୍ୱର: ମାନେଶ୍ୱର ମହାଦେବଙ୍କ ପୀଠରେ ନିର୍ଦ୍ଦିଷ୍ଠ ସମୟରେ ଉଠିଲା ମହାଦୀପ । ଡୁମଡୁମା ସ୍ଥିତ ଶ୍ରୀ ଶ୍ରୀ ମାନେଶ୍ୱର ମହାଦେବଙ୍କ ପୀଠରେ ଶାନ୍ତି ଶୃଙ୍ଖଳାର ସହ ଜାଗର ଯାତ୍ରା ପାଳନ ହୋଇଯାଇଛି । ସଂନ୍ଧ୍ୟା ସମୟରେ ବ୍ରତଧାରୀ ମାନେ ମନ୍ଦିରରେ ମହାଦୀପ ଉଠିବା ଯାଏଁ ଦୀପ ଜାଳିଥିଲେ । ମନ୍ଦିର କମିଟି ତରଫରୁ ଠିକ ସମୟରେ ମହାଦୀପ ଉଠାଯାଇଥିଲା । ତା ପରେ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0